ଓଡ଼ିଶାରେ ଶିଳ୍ପar ms00%
ଓଡ଼ିଶାରେ ବୃହତ୍ତ ଶିଳ୍ପର ଇତିହାସ ପ୍ରାୟ ୬୦ ବର୍ଷ ପୁରୁଣା, ଯାହା ୧୯୫୫ରେ ରାଉରକେଲାରେ ଇସ୍ପାତ କାରଖାନା ସ୍ଥାପନାଠୁ ଆରମ୍ଭ ହେଇଥିଲା। କାଳକ୍ରମେ ଏହା ଦ୍ରୁତ ଶିଳ୍ପାୟନ ପଥରେ ଆଗେଇ ଚାଲୁଅଛି। ଓଡ଼ିଶାରେ ଶିଳ୍ପ ମୁଖ୍ୟତ ଖଣିଜ ଓ ଧାତୁ ଭିତ୍ତିକ ଅଟେ। ବିଗତ କିଛି ବର୍ଷ ଧରି ଇନଫର୍ମମେସନ ଟେକନୋଲଜି (ଆଇ. ଟି.),ପେଟ୍ରୋଲିୟମ, , ପର୍ଯ୍ୟଟନ, ନୌବାଣିଜ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଆଦି ଶିଳ୍ପରେ ଦ୍ରୁତ ଅଗ୍ରଗତି ଘଟୁଛି।
ବିଷୟସୂଚୀ
- ୧ ଇତିହାସ
- ୨ ମୁଖ୍ୟ ଶିଳ୍ପ
- ୨.୧ ଧାତୁ ଶିଳ୍ପ
- ୨.୨ ପେଟ୍ରୋଲିୟମ, କେମିକାଲ ଓ ଫର୍ଟିଲାଇଜର ଶିଳ୍ପ
- ୨.୩ ସିମେନ୍ଟ ଶିଳ୍ପ
- ୨.୪ ଇଞ୍ଜିନିୟରିଂ ଓ ପ୍ରତିରକ୍ଷା ଶିଳ୍ପ
- ୨.୫ ନୌବାଣିଜ୍ୟ
- ୨.୬ ଇନଫର୍ମମେସନ ଟେକନୋଲଜି (ଆଇ. ଟି.)
- ୨.୭ ଅନାନ୍ୟ
- ୩ ଆଧାର
ଇତିହାସ[ସମ୍ପାଦନା]
ମୁଖ୍ୟ ଶିଳ୍ପ[ସମ୍ପାଦନା]
ଧାତୁ ଶିଳ୍ପ[ସମ୍ପାଦନା]
- ରାଉରକେଲା ଇସ୍ପାତ କାରଖାନା
- ନାଲକୋ
- ହିଣ୍ଡାଲକୋ, ହୀରାକୁଦ
- ବେଦାନ୍ତ ଆଲୁମିନା,ଝାରସୁଗୁଡା
- ଇମ୍ଫା ଫେରୋକ୍ରୋମ ଚୌଦ୍ୱାର
ପେଟ୍ରୋଲିୟମ, କେମିକାଲ ଓ ଫର୍ଟିଲାଇଜର ଶିଳ୍ପ[ସମ୍ପାଦନା]
- ପାରାଦୀପ ତୈଳ ବିଶୋଧନାଗାର
- ପାରାଦୀପ ଫସପେଟ ଲିମିଟେଡ (ପି.ପି.ଏଲ. )
- ଇଫ୍ଫକୋ , ପାରାଦୀପ
- ଇଣ୍ଡିଆନ ରେଆର ଆର୍ଥ (ଆଇ. ଆର. ଈ.) ଛତ୍ରପୁର
ସିମେନ୍ଟ ଶିଳ୍ପ[ସମ୍ପାଦନା]
- କୋଣାର୍କ ସିମେନ୍ଟ (ଓ. ସି. ଏଲ. ) ରାଜଗାଙ୍ଗପୁର
- ଅଲଟ୍ରାଟେକ ସିମେନ୍ଟ(ଆଦିତ୍ୟ ବିର୍ଲା) ଝାରସୁଗୁଡା
- ଏ ସି ସି ସିମେନ୍ଟ,, ବରଗଡ
ଇଞ୍ଜିନିୟରିଂ ଓ ପ୍ରତିରକ୍ଷା ଶିଳ୍ପ[ସମ୍ପାଦନା]
- ହିନ୍ଦୁସ୍ତାନ ଏରୋନଟିକାଲ ମିଗ ଇଞ୍ଜିନ କାରଖାନା, ସୁନାବେଢା
- ଗୁଳିଗୋଳା କାରଖାନା , ବଡମାଳ, ବଲାଙ୍ଗିର
ନୌବାଣିଜ୍ୟ[ସମ୍ପାଦନା]
- ପାରାଦୀପ ବନ୍ଦର
- ଧାମରା ବନ୍ଦର
- ଗୋପାଳପୁର ବନ୍ଦର
ଇନଫର୍ମମେସନ ଟେକନୋଲଜି (ଆଇ. ଟି.)[ସମ୍ପାଦନା]
- ଟି ସି ଏସ , କଳିଙ୍ଗ, ଭୁବନେଶ୍ୱର
- ଇନଫୋସିସ , ଇନ୍ଫୋସିଟି, ଭୁବନେଶ୍ୱର
- ୱିପ୍ରୋ ଟେକନୋଲଜି,ଇନ୍ଫୋସିଟି, ଭୁବନେଶ୍ୱର
ଅନାନ୍ୟ[ସମ୍ପାଦନା]
- ବଲାରପୁର କାଗଜକଳ (ସେବା) ଜୟପୁର, କୋରାପୁଟ
- ବିର୍ଲା ଟାୟାର, ବାଲେଶ୍ୱର